share
Today News
ବିବାହ ପାଇଁ ସରକାର ଦେବେ ୨.୫ ଲକ୍ଷ ! ଜାଣନ୍ତୁ ଏଥିପାଇଁ କ'ଣ ରହିଛି ଯୋଗ୍ୟତା?
09, Nov 2024
95 Views
ବିବାହ ପାଇଁ ସରକାର ଦେବେ ୨.୫ ଲକ୍ଷ ! ଜାଣନ୍ତୁ ଏଥିପାଇଁ କ'ଣ ରହିଛି ଯୋଗ୍ୟତା?
ସମାଜରେ ସଚେତନତା ଆଣିବା ତଥା ଗରିବ ଜନ ସାଧାରଣଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କିନ୍ତୁ ଅନେକ ଲୋକଙ୍କ ପାଖରେ ଏଭଳି ଯୋଜନା ସମ୍ପର୍କରେ ସୂଚନା ନଥିବାରୁ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରନ୍ତି । ଆଜି ଆମେ ଏଭଳି ଏକ ଯୋଜନା ବିଷୟରେ କହିବୁ ।
ଏହି ଯୋଜନାର ନାମ ହେଉଛି ବିବାହ ପ୍ରୋତ୍ସାହନ ଯୋଜନା । ଏହି ଯୋଜନାରେ ସରାକର ବିବାହ ପାଇଁ ଆପଣଙ୍କୁ କିଛି ଅର୍ଥ ଯୋଗାଇ ଦେଉଛନ୍ତି । ତେବେ କଣ ଏହି ଯୋଜନା ? କେଉଁମାନେ ଏହାର ଲାଭ ଉଠାଇ ପାରିବେ ? ସେ ବିଷୟରେ ବିସ୍ତୃତରେ ଆଲୋଚନା କରାଯାଇଛି ।
ବାସ୍ତବରେ ଏହି ଯୋଜନାରେ ବିବାହ କରିଥିବା କିମ୍ବା କନ୍ୟାଙ୍କୁ ବା ନବ ଦମ୍ପତିଙ୍କୁ ପୁରସ୍କାର ସ୍ୱରୂପ ଏହି ଅର୍ଥ ପ୍ରଦାନ କରୁଛନ୍ତି । ଏହି ଯୋଜନା ସମାଜରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ କାର୍ଯ୍ୟକାରୀ କରାଯାଇଛି । ତେବେ କୌଣସି ଯୋଜନାରେ ସଚେତନତା କିଭଳି ଆସିପାରେ ? ଜାଣନ୍ତୁ...
ଦେଶ ଆଜିର ସୟମୟରେ ଡିଜିଟାଲ୍ ଯୁଗରେ ପାଦ ଥାପିଥିଲେ ସୁଦ୍ଧା ଏବେ ବି ଉପାନ୍ତ ଅଞ୍ଚଳ ତଥା ଛୋଟଛୋଟ ସହରଗୁଡ଼ିକରେ ଜାତିପ୍ରଥା ରହିଥିବା ଦେଖିବାକୁ ମିଳିଥାଏ । କେତେକ ଅଞ୍ଚଳ ତଥା ଗ୍ରାମରେ ଅନ୍ୟ ଜାତିରେ ବିବାହ କଲେ ବର କିମ୍ବା କନ୍ୟାକୁ ବାସନ୍ଦର ଶିକାର ହେବାକୁ ପଡ଼ିଛି । ଏଭଳି ଅନେକ ନଜୀର ରହିଛି ।
ତେବେ ଏହାକୁ ଦୁର କରିବାକୁ ସରକାର ବିବାହ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ମୁତାବକ ଯଦି ଜଣେ ଯୁବକ ବା ଯୁବତୀ ଅନ୍ୟ ଜାତି ତଥା କୌଣସି ଦଳିତ ସମାଜରେ ନିଜ ଜୀବନ ସାଥି ବାଛିବେ ତେବେ ସେମାନଙ୍କୁ ସରକାର ପୁରସ୍କର ସ୍ୱରୂପ ୨.୫ ଲକ୍ଷ ଟଙ୍କା ପ୍ରଦାନ କରିବେ ।
ତେବେ ନବଦମ୍ପତିଙ୍କୁ ବିବାହର ଏକ ବର୍ଷ ମଧ୍ୟରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିବାକୁ ହେବ । ଏଥିପାଇଁ ଉଭୟଙ୍କ ଆଧାର କାର୍ଡ, ଆବାସ ପ୍ରମାଣପତ୍ର, ବୟସ ପ୍ରମାଣ ପତ୍ର, ଭୋଟର ଆଇଡି କାର୍ଡ, ପାନ୍ କାର୍ଡ, ବିବାହ ପ୍ରମାଣପତ୍ର, ବ୍ୟାଙ୍କ୍ ଖାତା ଆଦି ଦସ୍ତାବିଜ୍ର ଆବଶ୍ୟକତା ରହିଛି । ବିବାହ ମ୍ୟାରେଜ୍ ଆକ୍ଟ ୧୯୫୫ ରେଜିଷ୍ଟର ହୋଇଥିବା ଆବଶ୍ୟକ ।
share Share now
Related Posts
Today News
Air India Boeing 787‑8 Dreamliner Crashes Minutes After Takeoff from Ahmedabad
12, Jun 2025
37 Views
Today News
ଅଧାରୁ ବନ୍ଦ ହେଲା ଆଇପିଏଲ ୨୦୨୫! ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିସିସିଆଇର କଠୋର ନିଷ୍ପତ୍ତି, ଆଇପିଏଲ୍
09, May 2025
88 Views
Today News
Sofiya Qureshi Makes History in Indian Army's Operation Sindoor Briefing
09, May 2025
135 Views
Today News
EXCLUSIVE: OPERATION SINDUR – THE TOP-SECRET MISSION THAT SAVED INDIA'S CULTURAL HEARTLAND!
08, May 2025
151 Views
Today News
? 17-Year-Old Sensation Ayush Mhatre Shines on IPL Debut for CSK! ?
20, Apr 2025
78 Views
Today News
Latest Updates & New Rules Effective from April 1, 2025
31, Mar 2025
143 Views
Today News
Odisha Divas 2024: Celebrating the Legacy of Odisha from April 1 to April 14
31, Mar 2025
132 Views
Today News
QuicklyIndia.in: Your One-Stop Business and Job Portal Expanding Across India
26, Mar 2025
84 Views
Today News
Holi 2025: Celebrating the Festival of Colors Safely in India
14, Mar 2025
90 Views
Today News
Women's Day in India: Celebration, Significance, and Importance
03, Mar 2025
140 Views
Today News
ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ
28, Feb 2025
96 Views
Today News
? BREAKING NEWS: Legendary Odia Actor Uttam Mohanty Passes Away at 66
28, Feb 2025
122 Views
Today News
Revolutionizing Highway Travel: India's New Annual and Lifetime Toll Passes
06, Feb 2025
108 Views
Today News
Government Introduces Annual and Lifetime Toll Passes for National Highways
06, Feb 2025
74 Views
Today News
India's Union Budget 2025-26: A Bold Leap Towards Inclusive Growth
01, Feb 2025
180 Views
Today News
? Breaking News: Rise in HMPV Cases Reported Across India ?
06, Jan 2025
158 Views
Today News
Top News Today
19, Dec 2024
99 Views
Today News
Breaking News: India Implements New Education Policy for Transforming Learning Landscape
16, Dec 2024
110 Views
Today News
"Kumbh Mela 2025: The World's Largest Spiritual Gathering Set to Begin in Prayagraj"
13, Dec 2024
83 Views
Today News
ଆମେରିକାର ଅଭିଯୋଗ ପରେ ତଳକୁ ଖସିଲା ଆଦାନୀ ଶେୟାର |
02, Dec 2024
94 Views
Today News
ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ; ଚଳିତ ଆର୍ଥିକ ବର୍ଷ ସୁଦ୍ଧା ହେବ ଲାଗୁ ଖୁବଶୀଘ୍ର ଓଡ଼ିଶାକୁ ମିଳିବ
01, Dec 2024
109 Views
Today News
ଭାରତ ବଜାର ରେ ଏଣ୍ଟ୍ରି କରିବ Oppo Find X8 ସିରିଜ୍ , ପଛରେ ପଡ଼ିଯିବ ଆଇଫୋନ୍
21, Nov 2024
70 Views
Today News
PAN କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର ସରକାର ଜାରି କଲେ ନୋଟିସ୍ New Update
09, Nov 2024
New york
121 Views
Today News
ଦାନରେ ଦେଶରେ ନବମ ସ୍ଥାନରେ ବାଗ୍ଚୀ ଦମ୍ପତି: ବଦାନ୍ୟ ମହିଳାଙ୍କ ମଧ୍ୟରେ ସୁସ୍ମିତା ଦ୍ବିତୀୟ
08, Nov 2024
New york
69 Views
Today News
Elephant Lifespan: ହାତୀମାନେ କେତେ ବର୍ଷ ବଞ୍ଚିଥାନ୍ତି?
06, Jul 2024
138 Views
Today News
Jio Recharge Plan: Jioର ଏହି ଖାସ୍ ରିଚାର୍ଜ ପ୍ଲାନ୍, ୨୮ ଦିନ ସବୁକିଛି ଫ୍ରି !
19, Jun 2024
177 Views
Today News
ଘିଅ, ତେଲ ମସଲା, ଜର୍ଦ୍ଦା, ସସ୍ ପରେ ଏବେ ଚୁଡ଼ା ବି ବିଷ। ଆପଣ ଓପାସ, ବ୍ରତରେ ଚୁଡ଼ା ଖାଉଛନ୍ତି ତ ? ଟିକେ ଭଲ କରି ଦେ
19, Jun 2024
109 Views
Today News
ଚାଷୀଙ୍କ ଆକାଉଣ୍ଟକୁ ଆସିଲା PM କିସାନ ଟଙ୍କା ଜଲଦି ଚେକ୍ କରନ୍ତୁ
18, Jun 2024
250 Views
Today News
ଆକାଉଣ୍ଟକୁ ୧୦୦୦ ଟଙ୍କା ପଠାଉଛନ୍ତି ସରକାର,ଏହି ଯୋଜନାରେ ୨ ଲକ୍ଷର ବୀମା ବି ରହୁଛି!
17, Jun 2024
106 Views
Today News
Subhadra Yojana Online Apply Odisha: ସୁଭଦ୍ରା ଯୋଜନା ଅନ୍ ଲାଇନ୍ ଆବେଦନ
11, Jun 2024
112 Views
Today News
Breaking News: Kolkata Knight Riders TAKE IPL 2024 Trophy!
26, May 2024
255 Views
Today News
Today Top News 24/05/2024
24, May 2024
133 Views
Today News
Today's top 10 news in India, May 23rd, 2024:
23, May 2024
348 Views
Today News
Today Top News 23/05/2024
23, May 2024
176 Views