share
Today News
Elephant Lifespan: ହାତୀମାନେ କେତେ ବର୍ଷ ବଞ୍ଚିଥାନ୍ତି?
06, Jul 2024
138 Views
ହାତୀ । ଏହି ଶବ୍ଦ ମନକୁ ଆସିଲେ ଆପେ ଆପେ ଆଖି ଆଗକୁ ଆସିଯାଏ ଏକ ବିଶାଳକାୟ ପ୍ରାଣୀର ମୁହଁ । ଆଉ ଲମ୍ବା ଶୁଣ୍ଢ ଥିବା ଏକ ବିଶାଳ ଜୀବ ।
ହାତୀ ହେଉଛି ବିଶ୍ବର ସବୁଠୁ ବଡ ପ୍ରାଣୀ । ଜଙ୍ଗଲରେ ଯଦି କୌଣସି ପ୍ରାଣୀ ନିର୍ଭୟରେ ରହୁଥାଏ ଏବଂ କାହାରିକୁ ଖାତିର କରୁନଥାଏ ତେବେ ସେହି ଜୀବ ହେଉଛି ହାତୀ ।
ବିଶାଳକାୟ ଶରୀର ଆଉ ଅତିବ ବଳଶାଳୀ ହୋଇଥିବାରୁ ହାତୀ ପାଖକୁ ଯିବାତ ଦୂରର କଥା ତାର ବୋବାଇବାର ଶବ୍ଦ ଶୁଣିଲେ ଜୀବନ ବିକଳରେ ସମସ୍ତେ ଦୌଡିବା ଆରମ୍ଭ କରନ୍ତି ।
ଅନେକ ସମୟରେ ହାତୀ ଜନବସତି ଆଡକୁ ମାଡିଆସନ୍ତି ଆଉ ଧନଜୀବନ ହାନି ଘଟାନ୍ତି । ଗୋଟିଏ ହାତୀ ବଡ ଟ୍ରକକୁ ବି ଓଲଟାଇ ଦେବାର କ୍ଷମତା ରଖିଥାଏ ।
ହିନ୍ଦୁ ଧର୍ମରେ ହାତୀକୁ ପୂଜା ମଧ୍ୟ କରାଯାଇ ଥାଏ । ହାତୀ ଶରୀରର ଓଜନ ୩ ହଜାର କିଲୋ ପର୍ଯ୍ୟନ୍ତ ହୋଇଥାଏ । ଗୋଟିଏ ଗୋଟିଏ ହାତୀର ଓଜନ ତା’ଠୁ ମଧ୍ୟ ଅଧିକ ଓଜନ ହୋଇଥାଏ ।
ତେବେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ, ହାତୀ ମାନେ କେତେ ବର୍ଷ ବଞ୍ଚିଥାନ୍ତି । ହାତୀଙ୍କ ଆୟୁସ କେତେ ବର୍ଷ? ଅନେକ ଏହା ଜାଣିନଥିବେ । ତେବେ ଜାଣନ୍ତୁ ହାତୀମାନେ କେତେ ବର୍ଷ ବଞ୍ଚିଥାନ୍ତି ବା ତାଙ୍କର ଆୟୁସ କେତେ?
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ହାତୀଙ୍କ ହାରାହାରି ବୟସ ୪୫ ରୁ ୫୦ ବର୍ଷ । ଅର୍ଥାତ ଗୋଟିଏ ଗୋଟିଏ ହାତୀ ୫୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି
ତେବେ ଆଫ୍ରିକୀୟ ହାତୀଙ୍କ ଆୟୁଷ ଏସୀୟ ହାତୀଙ୍କ ବୟସ ଠାରୁ ଢେର୍ ଅଧିକ । ଅର୍ଥାତ୍ ଆଫ୍ରିକୀୟ ହାତୀଙ୍କ ବୟସ ୬୦ ବର୍ଷ ।
ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଟିଏ ଆଫ୍ରିକୀୟ ହାତୀ ୭୦ ବର୍ଷ ପର୍ଯ୍ୟନ୍ତ ଜିଇଥାନ୍ତି । କେବଳ ସେତିକି ନୁହେଁ ଏସୀୟ ହାତୀଙ୍କ ରଙ୍ଗ ଏବଂ ଆଫ୍ରିକୀୟ ହାତୀଙ୍କ ରଙ୍ଗ ଭିନ୍ନ ଭିନ୍ନ ରହିଥାଏ ।
ଆଫ୍ରିକୀୟ ହାତୀ, ଏସୀୟ ହାତୀ ତୁଳନାରେ ସାଧାରଣତଃ ବଡ ଏବଂ ଅଧିକ ଓଜନିଆ ମଧ୍ୟ । ଆଫ୍ରିକୀୟ ହାତୀ ମାନେ ଅଧିକ ହିଂସ୍ର ମଧ୍ୟ ହୋଇଥାନ୍ତି ।
Elephant Lifespan: ଅନେକ ସମୟରେ ପ୍ରଶ୍ନ ଉଠେ ଯେ, ହାତୀ ମାନେ କେତେ ବର୍ଷ ବଞ୍ଚିଥାନ୍ତି । ହାତୀଙ୍କ ଆୟୁସ କେତେ ବର୍ଷ? ଅନେକ ଏହା ଜାଣିନଥିବେ । ତେବେ ଜାଣନ୍ତୁ ହାତୀମାନେ କେତେ ବର୍ଷ ବଞ୍ଚିଥାନ୍ତି ବା ତାଙ୍କର ଆୟୁସ କେତେ?
share Share now
Related Posts
Today News
Air India Boeing 787‑8 Dreamliner Crashes Minutes After Takeoff from Ahmedabad
12, Jun 2025
37 Views
Today News
ଅଧାରୁ ବନ୍ଦ ହେଲା ଆଇପିଏଲ ୨୦୨୫! ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିସିସିଆଇର କଠୋର ନିଷ୍ପତ୍ତି, ଆଇପିଏଲ୍
09, May 2025
87 Views
Today News
Sofiya Qureshi Makes History in Indian Army's Operation Sindoor Briefing
09, May 2025
133 Views
Today News
EXCLUSIVE: OPERATION SINDUR – THE TOP-SECRET MISSION THAT SAVED INDIA'S CULTURAL HEARTLAND!
08, May 2025
150 Views
Today News
? 17-Year-Old Sensation Ayush Mhatre Shines on IPL Debut for CSK! ?
20, Apr 2025
78 Views
Today News
Latest Updates & New Rules Effective from April 1, 2025
31, Mar 2025
142 Views
Today News
Odisha Divas 2024: Celebrating the Legacy of Odisha from April 1 to April 14
31, Mar 2025
132 Views
Today News
QuicklyIndia.in: Your One-Stop Business and Job Portal Expanding Across India
26, Mar 2025
84 Views
Today News
Holi 2025: Celebrating the Festival of Colors Safely in India
14, Mar 2025
89 Views
Today News
Women's Day in India: Celebration, Significance, and Importance
03, Mar 2025
138 Views
Today News
ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ
28, Feb 2025
95 Views
Today News
? BREAKING NEWS: Legendary Odia Actor Uttam Mohanty Passes Away at 66
28, Feb 2025
121 Views
Today News
Revolutionizing Highway Travel: India's New Annual and Lifetime Toll Passes
06, Feb 2025
108 Views
Today News
Government Introduces Annual and Lifetime Toll Passes for National Highways
06, Feb 2025
74 Views
Today News
India's Union Budget 2025-26: A Bold Leap Towards Inclusive Growth
01, Feb 2025
180 Views
Today News
? Breaking News: Rise in HMPV Cases Reported Across India ?
06, Jan 2025
158 Views
Today News
Top News Today
19, Dec 2024
98 Views
Today News
Breaking News: India Implements New Education Policy for Transforming Learning Landscape
16, Dec 2024
110 Views
Today News
"Kumbh Mela 2025: The World's Largest Spiritual Gathering Set to Begin in Prayagraj"
13, Dec 2024
83 Views
Today News
ଆମେରିକାର ଅଭିଯୋଗ ପରେ ତଳକୁ ଖସିଲା ଆଦାନୀ ଶେୟାର |
02, Dec 2024
93 Views
Today News
ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ; ଚଳିତ ଆର୍ଥିକ ବର୍ଷ ସୁଦ୍ଧା ହେବ ଲାଗୁ ଖୁବଶୀଘ୍ର ଓଡ଼ିଶାକୁ ମିଳିବ
01, Dec 2024
108 Views
Today News
ଭାରତ ବଜାର ରେ ଏଣ୍ଟ୍ରି କରିବ Oppo Find X8 ସିରିଜ୍ , ପଛରେ ପଡ଼ିଯିବ ଆଇଫୋନ୍
21, Nov 2024
69 Views
Today News
ବିବାହ ପାଇଁ ସରକାର ଦେବେ ୨.୫ ଲକ୍ଷ ! ଜାଣନ୍ତୁ ଏଥିପାଇଁ କ'ଣ ରହିଛି ଯୋଗ୍ୟତା?
09, Nov 2024
94 Views
Today News
PAN କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର ସରକାର ଜାରି କଲେ ନୋଟିସ୍ New Update
09, Nov 2024
New york
120 Views
Today News
ଦାନରେ ଦେଶରେ ନବମ ସ୍ଥାନରେ ବାଗ୍ଚୀ ଦମ୍ପତି: ବଦାନ୍ୟ ମହିଳାଙ୍କ ମଧ୍ୟରେ ସୁସ୍ମିତା ଦ୍ବିତୀୟ
08, Nov 2024
New york
68 Views
Today News
Jio Recharge Plan: Jioର ଏହି ଖାସ୍ ରିଚାର୍ଜ ପ୍ଲାନ୍, ୨୮ ଦିନ ସବୁକିଛି ଫ୍ରି !
19, Jun 2024
176 Views
Today News
ଘିଅ, ତେଲ ମସଲା, ଜର୍ଦ୍ଦା, ସସ୍ ପରେ ଏବେ ଚୁଡ଼ା ବି ବିଷ। ଆପଣ ଓପାସ, ବ୍ରତରେ ଚୁଡ଼ା ଖାଉଛନ୍ତି ତ ? ଟିକେ ଭଲ କରି ଦେ
19, Jun 2024
108 Views
Today News
ଚାଷୀଙ୍କ ଆକାଉଣ୍ଟକୁ ଆସିଲା PM କିସାନ ଟଙ୍କା ଜଲଦି ଚେକ୍ କରନ୍ତୁ
18, Jun 2024
250 Views
Today News
ଆକାଉଣ୍ଟକୁ ୧୦୦୦ ଟଙ୍କା ପଠାଉଛନ୍ତି ସରକାର,ଏହି ଯୋଜନାରେ ୨ ଲକ୍ଷର ବୀମା ବି ରହୁଛି!
17, Jun 2024
106 Views
Today News
Subhadra Yojana Online Apply Odisha: ସୁଭଦ୍ରା ଯୋଜନା ଅନ୍ ଲାଇନ୍ ଆବେଦନ
11, Jun 2024
111 Views
Today News
Breaking News: Kolkata Knight Riders TAKE IPL 2024 Trophy!
26, May 2024
254 Views
Today News
Today Top News 24/05/2024
24, May 2024
132 Views
Today News
Today's top 10 news in India, May 23rd, 2024:
23, May 2024
348 Views
Today News
Today Top News 23/05/2024
23, May 2024
175 Views